ଅନୁପମ ଖେର, ଅଭିନେତା
ଭାରତର ସଫଳ ଜି-20 ଶିଖର ସମ୍ମିଳନୀ ପାଇଁ ଭାରତ ସରକାର ଏବଂ ବିଶେଷ କରି ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ । ଆପଣ 140 କୋଟି ଭାରତୀୟଙ୍କୁ ଗର୍ବିତ କରିଛନ୍ତି। ସରଳତା, ସଂକଳ୍ପ ଓ ନମ୍ରତାର ସହ ଆପଣ ସମସ୍ତଙ୍କୁ ଦେଖାଇଦେଇଛନ୍ତି ଯେ ଭାରତ ରେ ବିଶ୍ୱର ନେତୃତ୍ୱ ନେବାର ସାମର୍ଥ୍ୟ କେତେ ରହିଛି । ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ମର୍ଯ୍ୟାଦା, ଶାଳୀନତା ଓ ସଠିକତାର ସହ ଅନୁଷ୍ଠିତ ହୋଇଥିଲା। ଆମକୁ ଏତେ ଗର୍ବିତ ଅନୁଭବ କରିଥିବାରୁ ଧନ୍ୟବାଦ । ଜୟ ଭାରତ !