ଅନୱାର ଇବ୍ରାହିମ, ମାଲେସିଆର ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମୋଦୀ ଜୀ... ମୁଁ ଆପଣଙ୍କ ସଂଘର୍ଷକୁ ଅନୁସରଣ କଲି ... ଏବଂ ମୁଁ ଏହା ନିଶ୍ଚୟ କହିବି, ଭାରତର ମୋଦୀ ଜୀଙ୍କର ଜଣେ ମହାନ ବ୍ୟକ୍ତିଗତ ବନ୍ଧୁ ହୋଇଥିବାରୁ ମୁଁ ଭାଗ୍ୟବାନ ।