ଭାରତ ବିଶ୍ୱର ଫାର୍ମାସିଷ୍ଟ ଏବଂ ଅନେକ ଦେଶରେ ପହଞ୍ଚିସାରିଛି । ମୁଁ ଦେଖିଛି ଯେ ଭାରତ କେବଳ ପଡ଼ୋଶୀ ଦେଶରେ ନୁହେଁ ବରଂ ଲାଟିନ୍ ଆମେରିକା ଏବଂ ପ୍ରଶାନ୍ତ ମହାସାଗରରେ ମଧ୍ୟ ବିସ୍ତାର କରିଛି । ଭାରତ ପ୍ରକୃତରେ ମାନବିକତାର ପରିଚୟ ଦେଇଛି ।