ଅବି ଅହମ୍ମଦ ଅଲ୍ଲୀ,ଇଥିଓପିଆ ପ୍ରଧାନମନ୍ତ୍ରୀ
ନିର୍ବାଚନ ହେଉଛି ଲୋକଙ୍କ ଇଚ୍ଛାର ପ୍ରମାଣ, ଯାହା ଦର୍ଶାଉଛି ଯେ ଜନତା ହିଁ କ୍ଷମତାର ପ୍ରକୃତ ମାଲିକ। ମୋର ବନ୍ଧୁ @narendramodi ଙ୍କୁ ଅଭିନନ୍ଦନ ଯେ ସେମାନେ ଏହି ଇଚ୍ଛାକୁ ସମ୍ମାନ ଦେଇ ଶାନ୍ତିପୂର୍ଣ୍ଣ ଢଙ୍ଗରେ ନିର୍ବାଚନ ପରିଚାଳନା କରିଛନ୍ତି - ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ଏବଂ ଆପଣଙ୍କ ଦେଶରେ ଗଣତନ୍ତ୍ର ଆହୁରି ବିକଶିତ ହେବାର ସ୍ପଷ୍ଟ ସଙ୍କେତ ।