ଅବ୍ଦେଲ ଫତ୍ତାହ ଅଲ୍ ସିସି,ଇଜିପ୍ଟର ରାଷ୍ଟ୍ରପତି
ମୁଁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ନେତୃତ୍ୱରେ ଏକ ନୂତନ କାର୍ଯ୍ୟକାଳ ପାଇଁ ଭାରତୀୟ ଜନତାଙ୍କ ନୂତନ ଆତ୍ମବିଶ୍ୱାସ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଉଭୟ ବନ୍ଧୁ ରାଷ୍ଟ୍ର ଓ ଜନସାଧାରଣଙ୍କୁ ଏକାଠି କରୁଥିବା ଐତିହାସିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ସେମାନଙ୍କର ଅଂଶୀଦାର କାର୍ଯ୍ୟ ପାଇଁ ଉପଲବ୍ଧ ସମ୍ଭାବନାର ସଦୁପଯୋଗ କରିବା ପାଇଁ ଆଗାମୀ ବର୍ଷଗୁଡ଼ିକରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଇଜିପ୍ଟର ଇଚ୍ଛା ପ୍ରକାଶ କରିଥିଲେ। ସେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସଫଳତା ଏବଂ ଭାରତର ବନ୍ଧୁ ରାଷ୍ଟ୍ରର ଭବିଷ୍ୟତ ବିକାଶ ଓ ସମୃଦ୍ଧି କାମନା କରିଥିଲେ ।