ସମସ୍ତ ପ୍ରସଙ୍ଗରେ, ସମସ୍ତ ଦେଶର ଶତ ପ୍ରତିଶତ ସହମତିରେ ଭାରତର ଜି-20 ନେତା ସମ୍ମିଳନୀର ବିପୁଳ ସଫଳତା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମର୍ଯ୍ୟାଦା ଏବଂ ବିଶ୍ୱ ମଞ୍ଚରେ ତାଙ୍କର ଶ୍ରେଷ୍ଠତା କାରଣରୁ ସମ୍ଭବ ହୋଇପାରିଛି । ଭାରତର ଜି-20 ଅଧ୍ୟକ୍ଷତା ପାଇଁ ସେର୍ପା ହେବା ମୋ ପାଇଁ ସମ୍ମାନର ବିଷୟ।