ମୁଁ ନରେନ୍ଦ୍ର ମୋଦୀଙ୍କ ସହ ରାଜ୍ୟ ସରକାରରେ କାମ କରିଛି ଏବଂ 2014 ରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଦଳର ସଭାପତି ଭାବେ କାମ କରିଛି । 2019 ପରେ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ ମଧ୍ୟ କାମ କରିଛି । ଲୋକାଭିମୁଖୀ ବିକାଶ ହିଁ ସୁଶାସନର ମୂଳମନ୍ତ୍ର ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ କରନ୍ତି।