ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲା ପ୍ରାଚୀରରୁ ସର୍ବନିମ୍ନ ସରକାର ଏବଂ ସର୍ବାଧିକ ଶାସନର ଫର୍ମୁଲା ଦେଇଥିଲେ । ଏବଂ ସେ ଏହାକୁ ସଫଳତାର ସହ ତୃଣମୂଳ ସ୍ତରରେ ପହଞ୍ଚାଇଛନ୍ତି ।