'ମନ୍ କୀ ବାତ୍' ର କୌଣସି ଏପିସୋଡରେ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କୌଣସି ରାଜନୈତିକ କଥା କହିନାହାଁନ୍ତି, ବିଶ୍ୱର ଯେ କୌଣସି ନେତାଙ୍କର ଏହା ଏକ ଅଭୂତପୂର୍ବ ପଦକ୍ଷେପ ।