ଅମିତ ଶାହା
ପ୍ରଧାନମନ୍ତ୍ରୀ ମୋଦୀ ଆମ ଗଣତନ୍ତ୍ରରେ ଦୁଇଟି ପ୍ରମୁଖ ଅବଦାନ ଦେଇଛନ୍ତି। ପ୍ରଥମତଃ ସେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଜାତିବାଦ, ପରିବାରବାଦ ଓ ତୁଷ୍ଟୀକରଣରୁ ମୁକ୍ତ କରିଛନ୍ତି। ଦ୍ବିତୀୟତଃ, ସେ ପଦ୍ମ ପୁରସ୍କାରକୁ ଗଣତାନ୍ତ୍ରିକ କରିଛନ୍ତି। ପୂର୍ବରୁ ସୁପାରିଶ ଆଧାରରେ ପଦ୍ମ ପୁରସ୍କାର ଦିଆଯାଉଥିଲା, କିନ୍ତୁ ଆଜି ଯେଉଁମାନେ ସମାଜ ପାଇଁ ବ୍ୟାପକ ଅବଦାନ ରଖିଛନ୍ତି ସେମାନଙ୍କୁ ପଦ୍ମ ପୁରସ୍କାର ଦିଆଯାଉଛି।