ଆମ ଦେଶ ସହ ଜଡ଼ିତ ଏସବୁ ପ୍ରସଙ୍ଗ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଁ ଭାବୁଛି । ଏହାର କ୍ଷୁଦ୍ର ଅବଧି ପ୍ରଭାବକୁ ଆମେ ଦେଖିବା ଉଚିତ୍ ନୁହେଁ । ଦେଶ ପାଇଁ ଆମକୁ ଯାହା କରିବାର ଅଛି, ଆମେ ନିଶ୍ଚିତ ଭାବେ କରିବା ଉଚିତ୍ । ଏପରିକି (ବିମୁଦ୍ରୀକରଣ) ମୋ ଚଳଚ୍ଚିତ୍ରକୁ କ୍ଷତି ପହଂଚାଇଛି, ମୁଁ ଏହାକୁ ଏକ ଛୋଟ କଥା ବୋଲି ଭାବୁଛି ।