ଅମୀର ଖାନ, ଅଭିନେତା
ଲୋକମାନେ ତାଙ୍କୁ (ପ୍ରଧାନମନ୍ତ୍ରୀ ମୋଦୀ) ବିଶ୍ୱାସ କରିବାକୁ ଚାହୁଁଛନ୍ତି ଏବଂ ତାଙ୍କୁ ଅନୁସରଣ କରିବାକୁ ଚାହୁଁଛନ୍ତି। ସେମାନେ ତାଙ୍କ ଉପରେ ବିଶ୍ୱାସ କରନ୍ତି ଏବଂ ସେ ଜନସାଧାରଣଙ୍କ ସହ ଏହି ସମ୍ପର୍କ ଗଢ଼ିଛନ୍ତି । ଏହି ବିଶ୍ୱାସ ଆପେ ଆସିନଥାଏ, ଏହାକୁ ଅର୍ଜନ କରିବାକୁ ପଡିବ ଏବଂ ସ୍ପଷ୍ଟ ଭାବରେ ସେ ଏହାକୁ ଅର୍ଜନ କରିଛନ୍ତି ।