ବ୍ୟାଙ୍କ ଏକାଉଣ୍ଟରେ ଟଙ୍କା ଜମା ହେବା ପରେ ଆର୍ଥିକ ମଧ୍ୟବର୍ତ୍ତୀକରଣ ବଢ଼ିଯାଇଛି । ଏହାର ଅର୍ଥ ହେଉଛି ଘରୋଇ ଭାବେ ଯେଉଁ ପୁଞ୍ଜି ନିବେଶ ହେଉଥିଲା ତାହା ଏବେ ଆର୍ଥିକ ସଂସ୍ଥା ଦ୍ୱାରା ନିବେଶ ହେବ । ଏହା ଭଲ ପ୍ରଭାବ(ଅର୍ଥବ୍ୟବସ୍ଥା ଉପରେ) ପକାଇବ । ଆମେ ଡିଜିଟାଲ କାରବାର କ୍ଷେତ୍ରରେ ଅଗ୍ରସର ହେଉଥିବାରୁ ଏହା ଆମର ଦକ୍ଷତା ବଢ଼ାଇବ । ଏହା ମଧ୍ୟ ଏକ ସକାରାତ୍ମକ ପ୍ରଭାବ ପକାଇବ ।