ପ୍ରତିରକ୍ଷା ଶିଳ୍ପ ଦୃଷ୍ଟିକୋଣରୁ ଏହି କ୍ଷେତ୍ର ପାଇଁ ପୁଞ୍ଜି ଆବଣ୍ଟନରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ପ୍ରତିରକ୍ଷା ପୁଞ୍ଜି ଆବଣ୍ଟନ 1.8 ଲକ୍ଷ କୋଟିରୁ 2.19 ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ତେଣୁ ଏହା ହେଉଛି ପୁଞ୍ଜି ବ୍ୟୟରେ 22% ବୃଦ୍ଧି, ଯାହା ପ୍ରତିରକ୍ଷା ଶିଳ୍ପ ପାଇଁ ଶୁଭ ସଙ୍କେତ ଅଟେ ...