ଆଜାଲି ଅସୁମାନି,କୋମୋରୋସ୍ ରାଷ୍ଟ୍ରପତି
ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଦଳ ଏବଂ ଏହାର ସହଯୋଗୀ ଦଳର ବିଜୟ ପାଇଁ ଅଭିନନ୍ଦନ ଜଣାଉଛି । ମୁଁ ତାଙ୍କୁ ଏହି ତୃତୀୟ ପାଳିରେ ସଫଳତା କାମନା କରୁଛି ଏବଂ ଆମର ମୂଲ୍ୟବାନ ସହଯୋଗ ଜାରି ରଖିବାକୁ ଅପେକ୍ଷା କରିଛି ।