କୋଭିଡ-19 ସହିତ ଲଢିବାରେ ଭାରତର ସଫଳତା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏବଂ ଏହା ବାହାରେ ମହାମାରୀକୁ ସମାପ୍ତ କରିବାରେ ସାହାଯ୍ୟ କରିବାର ପ୍ରୟାସକୁ ମୁଁ ପ୍ରଶଂସା କରୁଛି ।