ଆଣ୍ଡି ରାଜୋଲିନା,ମାଡାଗାସ୍କର ରାଷ୍ଟ୍ରପତି
ଭାରତର ସାଧାରଣ ନିର୍ବାଚନରେ ଐତିହାସିକ ବିଜୟ ପାଇଁ @narendramodi ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟକୁ ଅଭିନନ୍ଦନ। ମୁଁ ଆପଣଙ୍କୁ କ୍ରମାଗତ ତୃତୀୟ ଥର ପାଇଁ ସଫଳତା କାମନା କରୁଛି ।