ଆନନ୍ଦ ଜି ମହିନ୍ଦ୍ରା
“ପ୍ରଧାନମନ୍ତ୍ରୀ ମୋଦୀ ବାସ୍ତବରେ ପ୍ରମାଣିତ କରିଛନ୍ତି ଯେ ସେ ଜଣେ ଭିନ୍ନ ମଣିଷ । ସେ ଭାରତକୁ ରୂପାନ୍ତର କରିବା ପଥରେ ଅଗ୍ରସର ହେଉଛନ୍ତି, କିନ୍ତୁ ସେ ପ୍ରାଥମିକତାର ଆବଶ୍ୟକ ଧାରା ଏବଂ ପରିବର୍ତ୍ତନର ଉପଯୁକ୍ତ ଗତି ସହିତ ପରିଚିତ ଅଛନ୍ତି ।”