ପ୍ରଧାନମନ୍ତ୍ରୀ ଭାବରେ ମୋତେ ଅନେକ ସମୟରେ ବହୁ ଜନସମାଗମ ସାମ୍ନାରେ କହିବାର ସୁଯୋଗ ମିଳିଥାଏ । କିନ୍ତୁ ମୁଁ କହିବାକୁ ଚାହୁଁଛି ଯେ ଆଜି ରାତିରେ ଆପଣଙ୍କୁ ଏଠାରେ ସ୍ୱାଗତ କରିବା ପାଇଁ ଆମର ଯେଉଁ ଉତ୍ସାହ ଏବଂ ଶକ୍ତି ଅଛି ତାହା ଅତୁଳନୀୟ । ମୁଁ ପୂର୍ବରୁ ବ୍ରୁସ୍ ସ୍ପ୍ରିଙ୍ଗଷ୍ଟିନଙ୍କୁ ସମାନ ମଞ୍ଚରେ ଦେଖିଥିଲି, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଥିବା ସ୍ୱାଗତ ତାଙ୍କୁ ମିଳିନଥିଲା । ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ବୋସ !