ଆନ୍ଦ୍ରେଜ ପ୍ଲେଙ୍କୋଭିକ୍,କ୍ରୋଏସିଆର ପ୍ରଧାନମନ୍ତ୍ରୀ
ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ନିର୍ବାଚନରେ ଆପଣଙ୍କ ବିଜୟ ପାଇଁ @narendramodi ଙ୍କୁଅଭିନନ୍ଦନ! ଭାରତ-କ୍ରୋଏସିଆ ଭାଗିଦାରୀକୁ ଆହୁରି ଆଗକୁ ବଢ଼ାଇବା ପାଇଁ ଆମର ମିଳିତ କାର୍ଯ୍ୟକୁ ମୁଁ ଅପେକ୍ଷା କରିଛି।