ଆର.ଜଗନ୍ନାଥନ୍, ବରିଷ୍ଠ ସାମ୍ବାଦିକ, ସମ୍ପାଦକୀୟ ନିର୍ଦ୍ଦେଶକ, ସ୍ୱରାଜ୍ୟ ପତ୍ରିକା
“ଶ୍ରୀ ମୋଦୀ ଏକମାତ୍ର ନେତା ଯେକି କର୍ମ-ଜୀବନ ମଧ୍ୟରେ ଭାରସାମ୍ୟ କଥା କହନ୍ତି ନାହିଁ । ସେ କର୍ମ ଏବଂ ଜୀବନ ମଧ୍ୟରେ ଥିବା ପ୍ରଭେଦକୁ ଲିଭାଇ ଦେଇଛନ୍ତି, ସେ ସର୍ବଦା ଏଥିପ୍ରତି ଗୁରୁତ୍ୱ ଦେଇଛନ୍ତି ଯେ ନିଜ କାମକୁ ଭଲ ପାଇବାରେ ହିଁ ଜୀବନର ଆନନ୍ଦ ଲୁଚିରହିଛି । କର୍ମ ଏବଂ ଜୀବନ ଦୁଇଟି ଭିନ୍ନ ଭିନ୍ନ ଜିନିଷ ନୁହେଁ । କର୍ମ ହିଁ ଜୀବନ ।”