ଆଲବର୍ଟୋ ଫର୍ଣ୍ଣାଣ୍ଡିଜ୍, ରାଷ୍ଟ୍ରପତି, ଆର୍ଜେଣ୍ଟିନା
ବ୍ରିକ୍ସର ପ୍ରତିଷ୍ଠାତା ସଦସ୍ୟ ତଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମାଫୋସାଙ୍କ ସହିତ ବ୍ରିକ୍ସରେ ଆର୍ଜେଣ୍ଟିନାର ଯୋଗଦାନ ଆମ ସମ୍ପର୍କକୁ ସୁଦୃଢ଼ କରିବା ସହ ଗ୍ଲୋବାଲ ସାଉଥର ଗୁରୁତ୍ୱ ବିଷୟରେ ଆମର ମିଳିତ ଦୃଷ୍ଟିକୋଣକୁ ସୁଦୃଢ଼ କରିଛି ।