ଆଲିଆ ଭଟ୍ଟ, ଅଭିନେତ୍ରୀ
ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ; ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ, ଜି-20 ଶିଖର ସମ୍ମିଳନୀର ସଫଳତାର ସହ ଆୟୋଜନ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ । ରାଷ୍ଟ୍ରମାନଙ୍କ ମଧ୍ୟରେ ଏକତାକୁ ପ୍ରୋତ୍ସାହିତ କରିବା ଏବଂ ଉନ୍ନତ ଭବିଷ୍ୟତ ପାଇଁ ମେଣ୍ଟ ଗଠନ କରୁଥିବା ଏହି ଅବିସ୍ମରଣୀୟ ଘଟଣାକୁ ଦେଖିବା ଏକ ଗର୍ବିତ ମୁହୂର୍ତ୍ତ । ଏହି ଶିଖର ସମ୍ମିଳନୀ ବିଶ୍ୱ ସ୍ତରରେ ଆମ ଦେଶର ନେତୃତ୍ୱର ପ୍ରମାଣ!