ଆଶରଫ ଘନୀ ,ରାଷ୍ଟ୍ରପତି ,ଆଫଗାନିସ୍ତାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତୀୟ ଜନତାଙ୍କ ତରଫରୁ ଏତେ ବଡ଼ ଜନାଦେଶ ମିଳିବା ଲାଗି ଶୁଭେଚ୍ଛା । ଆଫଗାନିସ୍ତାନ ସରକାର ଭାରତ ସହିତ ନିଜର ସମ୍ପର୍କକୁ ଅଗୁକୁ ନେଇଯିବା ଦିଗରେ କାମ କରିବ ।