ଏହା (ଭାରତର) ଅଭିବୃଦ୍ଧି ଆକସ୍ମିକ ନୁହେଁ ବରଂ ଢାଞ୍ଚାଗତ, ଦୃଢ଼ ଘରୋଇ ବ୍ୟବହାର, ଅର୍ଥନୀତିର ଦ୍ରୁତ ଆନୁଷ୍ଠାନିକୀକରଣ, ବ୍ୟାପକ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ମାତ୍ର 28 ବର୍ଷ ବୟସର ଯୁବ, ଆକାଂକ୍ଷୀ ଜନସଂଖ୍ୟାର ମିଶ୍ରଣ ଦ୍ୱାରା ପରିଚାଳିତ - ବିଶ୍ୱର ସର୍ବକନିଷ୍ଠ ଜନସଂଖ୍ୟା ମଧ୍ୟରୁ ଅନ୍ୟତମ ।