ଆଫଗାନ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଲାଗି ଭାରତର ସହଯୋଗ ସମ୍ପୂର୍ଣ୍ଣ ନିଷ୍ଠା ଓ ସ୍ଵଚ୍ଛତା ଉପରେ ଆଧାରିତ, ଏଥିରେ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ।