ଆସୋଚାମ୍ ସଭାପତି ସୁନୀଲ୍ କାନୋରିଆ
ଅର୍ଥବ୍ୟବସ୍ଥାକୁ ‘ନଗଦ ମୁକ୍ତ’ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁମୁଖୀ ଯୋଜନା କେବଳ କଳାଧନ ଏବଂ ଦୁର୍ନୀତି ଉପରେ ଅଙ୍କୁଶ ଲଗାଇବ ନାହିଁ, ବରଂ ଅର୍ଥବ୍ୟବସ୍ଥାର ଅଧିକାଂଶ ଅସଂଗଠିତ କ୍ଷେତ୍ରକୁ ସଂଗଠିତ କରିପାରିବ  ।