ଇବ୍ରାହିମ ମହମ୍ମଦ ସୋଲିହ, ରାଷ୍ଟ୍ରପତି ,ମାଳଦ୍ୱୀପ
1 ବିଲିୟନ୍ ଡୋଜ୍ କୋଭିଡ୍-19 ଟିକା ପ୍ରଦାନ କରି ଭାରତୀୟ ଲୋକଙ୍କ ଅଭିନବତ୍ୱ ଏବଂ ଏକତା ପ୍ରଦର୍ଶନ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କୁ ଅଭିନନ୍ଦନ। ମାଳଦ୍ୱୀପର କୋଭିଡ-19 ଆରୋଗ୍ୟ ଏବଂ ଟିକାକରଣ ପ୍ରୟାସକୁ ସମର୍ଥନ କରିଥିବାରୁ ଭାରତକୁ ମଧ୍ୟ ଧନ୍ୟବାଦ ।