ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ....ଏହା ଭାରତୀୟ ଜନତା ବିଜେପି ନେତୃତ୍ୱାଧୀନ ସରକାରରେ ବିଶ୍ୱାସ ପ୍ରକଟ କରିଛନ୍ତି । ମୁଁ ମାଳଦ୍ଵୀପ- ଭାରତ ସହଯୋଗର ଉତ୍ତମ ସମ୍ପର୍କ ପାଇଁ ତତ୍ପର ଅଛି I