ଇବ୍ରାହିମ ସୋଲିହ,ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି
ଭାରତରେ ସାଧାରଣ ନିର୍ବାଚନରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟକୁ ଅଭିନନ୍ଦନ। ଭାରତର ଗଣତନ୍ତ୍ରକୁ ଏହାର ଜୀବନ୍ତତା ଏବଂ ଗତିଶୀଳତା ଦେଇଥିବା ଭାରତବାସୀଙ୍କୁ ମଧ୍ୟ ଅଭିନନ୍ଦନ । ବନ୍ଧୁ ଓ ପଡ଼ୋଶୀ ହିସାବରେ ଆମେ ବହୁତ ଖୁସି ଯେ ଭାରତର ଗଣତନ୍ତ୍ର ସବୁଠାରୁ ମଜଭୁତ ଭିତ୍ତିଭୂମି ଉପରେ ନିର୍ଭର କରୁଛି।