ଇମାନୁଏଲ ମାକ୍ରୋନ୍, ଫ୍ରାନ୍ସ, ରାଷ୍ଟ୍ରପତି
ଭାରତରେ ବିଶ୍ୱର ସର୍ବବୃହତ ନିର୍ବାଚନ ଶେଷ ହୋଇଛି। ଅଭିନନ୍ଦନ @NarendraModi, ମୋର ପ୍ରିୟ ବନ୍ଧୁ । ଭାରତ ଓ ଫ୍ରାନ୍ସକୁ ଏକାଠି ବାନ୍ଧି ରଖିଥିବା ରଣନୈତିକ ଭାଗିଦାରୀକୁ ଆମେ ସମସ୍ତେ ମିଳିମିଶି ସୁଦୃଢ଼ କରିବା ଜାରି ରଖିବୁ।