ଇମ୍ମେରସନ ଡି. ମନଗଙ୍ଗୱା ,ରାଷ୍ଟ୍ରପତି ,ଜିମ୍ବାବେ
ନରେନ୍ଦ୍ର ମୋଦୀ ନିର୍ବାଚନରେ ମିଳିଥିବା ବିଜୟ ଲାଗି ଆପଣଙ୍କୁ ଶୁଭେଚ୍ଛା । ମୁଁ ଆପଣ ଏବଂ ଆପଣଙ୍କ ସରକାରଙ୍କ ସହିତ କାମ କରିବା ପାଇଁ ତତ୍ପର ଅଛି । ମୁଁ ଭାରତ ଏବଂ ଜିମ୍ବାବେ ମଧ୍ୟରେ ପୂର୍ବ ଅପେକ୍ଷା ସମ୍ପ୍ରତି ବିଶେଷ ସମ୍ପର୍କକୁ ଆହୁରି ମଜବୁତ କରିବା ଲାଗି ଆଶା କରୁଛି ।