ଇରାକ୍ଲି କୋବାଖିଡ୍ଜେ, ଜର୍ଜିଆର ପ୍ରଧାନମନ୍ତ୍ରୀ
ଜର୍ଜିଆ ସରକାର ଏବଂ ମୋ ତରଫରୁ @narendramodi ଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ପୁନଃ ନିର୍ବାଚିତ ହୋଇଥିବାରୁ ହାର୍ଦ୍ଦିକ ଅଭିନନ୍ଦନ। ସାମ୍ପ୍ରତିକ ବର୍ଷମାନଙ୍କରେ ଜର୍ଜିଆ ଏବଂ ଭାରତ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବାରେ ଲାଗିଛି, ଯାହା ସହଯୋଗର ନୂତନ ମାର୍ଗ ଖୋଜିବା ପାଇଁ ବାଟ ଖୋଲିଛି । ମୁଁ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସରେ ସଫଳତା କାମନା କରୁଛି ଏବଂ ପାରସ୍ପରିକ ସ୍ୱାର୍ଥ ପ୍ରସଙ୍ଗରେ ଏକାଠି କାମ କରିବାକୁ ଆଗ୍ରହୀ ।