ଇର୍ଫାନ୍ ଅଲ୍ଲୀ, ଗୟାନାର ରାଷ୍ଟ୍ରପତି
ମହାନ୍ ଭାରତର ନେତା ଭାବରେ ପୁନଃ ନିର୍ବାଚିତ ହୋଇଥିବାରୁ ମୁଁ ଗୁୟାନା ସରକାର ଏବଂ ଜନସାଧାରଣଙ୍କ ତରଫରୁ ପ୍ରଧାନମନ୍ତ୍ରୀ @narendramodi ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ତାଙ୍କ ନେତୃତ୍ୱ ଉପରେ ଲୋକମାନେ ଯେଉଁ ଭରସା ଓ ବିଶ୍ୱାସ ପ୍ରକଟ କରିଛନ୍ତି ତାହାର ପ୍ରମାଣ ହେଉଛି ତାଙ୍କ ବିଜୟ। ଆମେ ଆମର କୂଟନୈତିକ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଥିବା ବେଳେ ଆମର ଘନିଷ୍ଠ ବନ୍ଧୁତା ଜାରି ରଖିବାକୁ ଚାହୁଁଛୁ ।