ଉଦୟ କୋଟକ
“ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗ୍ରହର ମୁଁ ଜଣେ ପ୍ରଶଂସକ, ଏହି ଆଗ୍ରହ ଦୁର୍ନୀତି ଦୂର କରିବାର ମୂଳ ମାର୍ଗ । ଆଗାମୀ ବର୍ଷରେ ଭାରତର ରୂପାନ୍ତରଣ ନେଇ ମୁଁ ଦୃଢ଼ ବିଶ୍ୱାସୀ । ସମସ୍ତଙ୍କ ଅଭିବୃଦ୍ଧି ଏବଂ ସମୃଦ୍ଧିର ଏହି ରାସ୍ତାରେ ଆମେ ଆପଣଙ୍କ ସହିତ ଅଛୁ ମହାଶୟ ।”