ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିକୁ କାର୍ଯ୍ୟକାରୀ କରିବାରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସେମାନେ ଉଦୀୟମାନ ଅର୍ଥନୀତି ପାଇଁ ପ୍ରକୃତ ବୁଷ୍ଟର ହୋଇପାରିବେ ।