ଏକ ଅଧିକ ବିଖଣ୍ଡିତ ବିଶ୍ୱରେ, ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ଏକ ମଞ୍ଚ ଭାବରେ ଜି-20 ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱରେ ଦିଲ୍ଲୀ ଶିଖର ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ହେବ। ଏହାକୁ ସଫଳ କରିବା ପାଇଁ ୟୁରୋପୀୟ ଆୟୋଗ ଯଥାସମ୍ଭବ ଚେଷ୍ଟା କରିବ।