ଉଲ୍ଫ କ୍ରିଷ୍ଟରସନ,ସ୍ୱିଡେନ ପ୍ରଧାନମନ୍ତ୍ରୀ
ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିର ନିର୍ଣ୍ଣାୟକ ସିଦ୍ଧାନ୍ତ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି, ନିଷ୍ଠା ଏବଂ ବ୍ୟକ୍ତିଗତ ନେତୃତ୍ୱ ହେତୁ ହୋଇଛି ।