ନୂଆ ଭାରତ ଏବଂ ପ୍ରଗତିଶୀଳ କର୍ଣ୍ଣାଟକ ଗଠନରେ ମନୋରଞ୍ଜନ ଶିଳ୍ପର ଭୂମିକା ବିଷୟରେ ଆଲୋଚନା କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପ୍ରେରଣାଦାୟୀ ଥିଲା । ଆପଣଙ୍କ ଦୂରଦର୍ଶୀ ନେତୃତ୍ୱରେ #BuildingABetterIndia ଦିଗରେ ଯୋଗଦାନ କରି ଗର୍ବ ଅନୁଭବ କରୁଛି ଏବଂ ଆପଣଙ୍କ ପ୍ରୋତ୍ସାହନର ଅର୍ଥ ହେଉଛି ଆମ ପାଇଁ ସବୁକିଛି ।