ମୁଁ ଭାବୁଛି ଯେ ପ୍ରଧାନମନ୍ତ୍ରୀଙ୍କ ଏହି ସରକାରୀ ପଦକ୍ଷେପ (WAVES) ମୋର ବର୍ଷ ବର୍ଷର ଅଭିଜ୍ଞତା ମଧ୍ୟରେ ପ୍ରଥମ ଥର ପାଇଁ ମୁଁ ଦେଖିଛି ଯେ ସୃଜନଶୀଳତାର ବିକାଶ, ସମ୍ପ୍ରସାରଣ ଏବଂ ସମ୍ପୂର୍ଣ୍ଣ ଉପଯୋଗ ଉପରେ ଏତେ ଧ୍ୟାନ ଦିଆଯାଉଛି । ଏହା ଏକ ମହାନ ପଦକ୍ଷେପ ଏବଂ ଏହାର ପ୍ରଭାବ ଆଗାମୀ ବର୍ଷଗୁଡ଼ିକ ପାଇଁ ଦେଖିବାକୁ ମିଳିବ ।