ଏଚଏଚ ଶେଖ ମୋହମ୍ମଦ ବିନ ଜାୟଦ ,ସଂଯୁକ୍ତ ଆରବ ଅମିରତନ୍ତ୍ର
ମୁଁ ମୋର ପ୍ରିୟ ବନ୍ଧୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇ ତାଙ୍କ ଦଳକୁ ମିଳିଥିବା ନିର୍ବାଚନ ବିଜୟ ଲାଗି ତାଙ୍କୁ ଶୁଭେଚ୍ଛା ଜଣାଇ ପ୍ରସନ୍ନ ଅଛି । ଆମେ ଆମର ମଜବୁତ ଦ୍ୱିପାକ୍ଷିକ ସମ୍ପର୍କକୁ ଗଭୀର କରିବା ପାଇଁ ମିଳିତ କାର୍ଯ୍ୟ କରିବା ପାଇଁ ଆଶା କରୁଛନ୍ତି । ୟୁଏଇ ଭାରତ ଏବଂ ଭାରତୀୟଙ୍କ ବିକାଶ ଏବଂ ସମୃଦ୍ଧି କାମନା କରୁଛି ।