ଏଡଗାର୍ସ ରିଙ୍କେଭିକ୍ସ,ଲାଟଭିଆର ରାଷ୍ଟ୍ରପତି
ନିର୍ବାଚନରେ ବିଜୟ ପାଇଁ ଭାରତର ପ୍ରଧାନମନ୍ତ୍ରୀ @narendramodi ଙ୍କୁ ଅଭିନନ୍ଦନ। ମୁଁ ଲାଟଭିଆ ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବିକାଶ କରିବା ସହିତ ବିଶ୍ୱ ଶାନ୍ତି ଏବଂ ଆଇନକୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଆଗ୍ରହୀ ।