ଏନଗୋଜି ଓକୋଞ୍ଜୋ-ଇୱାଲା, ମହାନିର୍ଦ୍ଦେଶକ, ଡବ୍ଲ୍ୟୁଟିଓ
ସଫଳ ଜି-20 ଲିଡର୍ସ ଶିଖର ସମ୍ମିଳନୀ ଆୟୋଜନ କରିଥିବାରୁ ଭାରତକୁ ଅଭିନନ୍ଦନ, ଯେଉଁଥିରେ ଜି-20 ର 21ତମ ସଦସ୍ୟ ଭାବରେ ଆଫ୍ରିକୀୟ ସଂଘର ସ୍ୱୀକୃତି ମଧ୍ୟ ଅନ୍ତର୍ଭୁକ୍ତ । ଏହା ଏହି ଗ୍ଲୋବାଲ ଫୋରମରେ ଦକ୍ଷିଣର ସ୍ୱରକୁ ବଢ଼ାଇଥାଏ ।