ଏନ୍ ଚନ୍ଦ୍ରଶେଖରନ, ଅଧ୍ୟକ୍ଷ, ଟାଟା ସନ୍ସ
ଭାରତ ଏକ ଦ୍ରୁତ ବିକାଶଶୀଳ ଅର୍ଥନୀତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶରେ କେବଳ ଆର୍ଥିକ ବିକାଶ ହେବ ନାହିଁ ବରଂ 360 ଡିଗ୍ରୀ ବିକାଶ ହେବ।