ଏମ୍.ଏସ୍.ସ୍ୱାମୀନାଥନ୍, ବିଶିଷ୍ଟ କୃଷି ବୈଜ୍ଞାନିକ
ମୋଦୀ ସରକାର କୃଷି ଆୟୋଗଙ୍କ ବିଭିନ୍ନ ସୁପାରିଶକୁ ଲାଗୁ କରିଛନ୍ତି  । ଏହା ମଧ୍ୟରେ ରହିଛି ଉନ୍ନତ ବିହନ ଯୋଗାଣ, ମୃର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ, ଉନ୍ନତ ବୀମା ପାଇଁ କୃଷକ ଆୟୋଗଙ୍କ ସୁପାରିସକୁ କାର୍ଯ୍ୟକାରୀ କରିବା, ଜଳସେଚନ ବ୍ୟବସ୍ଥାର ସଂପ୍ରସାରଣ ଏବଂ କୃଷକଙ୍କ କଲ୍ୟାଣ ଭଳି ପଦକ୍ଷେପ କୃଷି ମନ୍ତ୍ରଣାଳୟର ଉତ୍ତରଦାୟିତ୍ୱକୁ ବୃଦ୍ଧି କରିଛି; ଏସବୁର କାର୍ଯ୍ୟIନ୍ଵୟନ ହେଉଛି...... କୃଷି କ୍ଷେତ୍ରରେ ଗ୍ରାମାଞ୍ଚଳ ମହିଳାଙ୍କ ଯୋଗଦାନ 50% ରହିଛି । କୃଷି ବିଶ୍ୱବିଦ୍ୟାଳୟ ଏବଂ ଘରୋଇ କ୍ଷେତ୍ର ମାଧ୍ୟମରେ ସେମାନଙ୍କ ବଜାର ଦକ୍ଷତା ବୃଦ୍ଧି କରିବା ଲାଗି ବିଶେଷ ପଦକ୍ଷେପ ନିଆଯାଇଛି  ।