ଏରିକ୍ ସୋଲ୍ହେମ୍, ନର୍ୱେର କୂଟନୀତିଜ୍ଞ
ସବୁଠାରୁ ଜୀବନ୍ତ ଜି-20 ନେତୃତ୍ୱ ପାଇଁ ଭାରତକୁ ଅଭିନନ୍ଦନ । ଭାରତ ଭଳି ଜି-20 କୁ ଅନ୍ୟ କୌଣସି ଦେଶ ବିଶ୍ୱ ବ୍ୟାପାରର କେନ୍ଦ୍ରରେ ରଖିବାରେ ସକ୍ଷମ ହୋଇନାହାନ୍ତି। ଜାତିସଂଘ ର ଶୋଚନୀୟ ପ୍ରଦର୍ଶନ ଚାଲିଥିବା ବେଳେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ଆସନ ରହିବା କେତେ ଜରୁରୀ ତାହା ଏହା ଦର୍ଶାଉଛି।