“ଆପଣ (ନରେନ୍ଦ୍ର ମୋଦୀ)ଙ୍କ ନେତୃତ୍ୱରେ ଦୁର୍ନୀତି ହ୍ରାସ, ସହଜ ବ୍ୟବସାୟ ବ୍ୟବସ୍ଥା ତଥା ଗରିବଙ୍କ ପାଇଁ ସଂସ୍କାରମୂଳକ ପଦକ୍ଷେପ ନେବା କ୍ଷେତ୍ରରେ ବ୍ୟାପକ ସଫଳତା ମିଳିପାରିଛି । ଜଣେ ଟେକ୍ନୋକ୍ରାଟ ହିସାବରେ, ସବୁ କାର୍ଯ୍ୟକ୍ରମରେ ଟେକ୍ନୋଲଜିର ବ୍ୟାପକ ନିର୍ଭରଶୀଳତା ଦେଖିବାକୁ ମିଳିବା ସନ୍ତୋଷଜନକ । ଦ୍ଵିତୀୟ ଏବଂ ତୃତୀୟ କ୍ଷେତ୍ରର ପ୍ରଦର୍ଶନରେ ଦେଖିବାକୁ ମିଳୁଥିବା ନିଶ୍ଚିତ ଆଶାବାଦ ଶିଳ୍ପଜଗତରେ ରହିଛି”