ଜିଏସଟି ଏକ ବୃହତ ପରିବର୍ତ୍ତନକାରୀ ଟିକସ ସଂସ୍କାର ଯାହା ଭାରତକୁ ସାଧାରଣ ବଜାରରେ ପରିବର୍ତ୍ତନ କରିବା, କାରବାରକୁ ସହଜ କରିବ, ବ୍ୟବସାୟିକ ବାତାବରଣ ବ୍ୟାପକ କରିବ ଏବଂ ସାମଗ୍ରୀକ ଅଭିବୃଦ୍ଧି ଯୋଗାଇଦେବ ।