ପ୍ରିୟ @narendramodi, ନିର୍ବାଚନରେ ଆପଣଙ୍କ ବିଜୟ ପାଇଁ ଅଭିନନ୍ଦନ! ଆମେ ଭାରତ-ଜର୍ମାନୀ ସମ୍ପର୍କକୁ ସଫଳତାର ସହ ଗଭୀର କରିବା ସହ ଅନ୍ତର୍ଜାତୀୟ ଏବଂ ବୈଶ୍ୱିକ ପ୍ରସଙ୍ଗରେ ଆମର ସହଯୋଗ ଜାରି ରଖିବୁ । ମୁଁ ଆପଣଙ୍କୁ ଖୁବଶୀଘ୍ର ପୁନର୍ବାର ଦେଖା କରିବାକୁ ଆଶା କରୁଛି |