କରଣ ଜୋହର, ନିର୍ଦ୍ଦେଶକ ଓ ଚଳଚ୍ଚିତ୍ର ନିର୍ମାତା
ଉଦାହରଣ ମାଧ୍ୟମରେ ନେତୃତ୍ୱ ନେବା ଏବଂ ଉତ୍ତମ ଭବିଷ୍ୟତ ପାଇଁ ଏକତାର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଆପଣଙ୍କ ନେତୃତ୍ୱରେ ସମସ୍ତ ଭାରତୀୟଙ୍କ ପାଇଁ ସମ୍ମାନର ମୁହୂର୍ତ୍ତ ଏବଂ 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ' ପାଇଁ କାମନା କରୁଛି।